ଆଜି ଆଠମଲ୍ଲିକ ବିଧାନସଭା ମାଟିଆସାହି ପଞ୍ଚାୟତ ସ୍ତରୀୟ କାର୍ଯ୍ୟକର୍ତ୍ତା ମାନଙ୍କ ଗୁରୁତ୍ଵପୂର୍ଣ୍ଣ ସାଙ୍ଗଠନିକ ବୈଠକ ଅନୁଷ୍ଠିତ। ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜିଲ୍ଲା ପ୍ରତିନିଧି ସୁଦିପ୍ ଗଡ଼ନାୟକ, ଜିଲ୍ଲା କୋଷାଧ୍ୟକ୍ଷ ବିଶ୍ୱଜିତ ମିଶ୍ର, ସାତକୋଶିଆ ମଣ୍ଡଳ ସଭାପତି ରାଧାକାନ୍ତ ପଲେଇ,ବିଜେପି ନେତା ବିଦ୍ୟାଧର ଚିନରା, ଶକ୍ତିକେନ୍ଦ୍ର ପ୍ରମୁଖ ଓ ପଞ୍ଚାୟତ ସ୍ତରୀୟ କାର୍ଯ୍ୟକର୍ତ୍ତା ମାନଙ୍କ ସହିତ ଯୋଗଦେଇ ବିଜୁ ଜନତା ଦଳର ଆଗ ଧାଡ଼ିର ନେତା ସତ୍ୟାନନ୍ଦ ସାହୁ ବିଜେଡ଼ି ଦଳ ପରିତ୍ୟାଗ କରି ଆଜି ବିଧିବଦ୍ଧ ଭାବେ ଆମ ଦଳରେ ମିଶ୍ରଣ କରି ସ୍ୱାଗତ ଜଣା