ତେଲକୋଇ: ମର୍ମଦୁତ ସଡ଼କ ଦୁର୍ଘଟଣା ,ଗଛକୁ ଧକ୍କା ଦେଲା ବାଇକ ,ତିନିଜଣ ଗୁରୁତର,ପରିଚୟ ଅସ୍ପଷ୍ଟ
ମର୍ମଦୁତ ସଡ଼କ ଦୁର୍ଘଟଣା ,ତେଲକୋଇ ଥାନା ଅନ୍ତର୍ଗତବନବିହାରି ପୁର ଛକ ପୁର୍ତ୍ତ ବିଭାଗ ରାସ୍ତା ରେ ମର୍ମଦୁତ ସଡ଼କ ପଦୁର୍ଘଟଣା ଗଛକୁ ଧକାଦେଲା ବାଇକ ,ଘଟଣା ସ୍ଥଳରେ ପୁଲିସ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛି ,ତିନିଜଣ ବାଇକ୍ ରେ ଯାତ୍ରା କରୁଥିଲେ । ପରିଚୟ ସ୍ପଷ୍ଟ ହୋଇ ପାରିନାହିଁ ।ଅସମ୍ପୁର୍ଣ୍ଣ କଚା ରାସ୍ତା ଯୋଗୋଁ ଭାରସ୍ୟାମ ହରାଇ ଥିବାର ଅନୁମାନ କରାଯାଉଛି । ଗୁରୁତରଙ୍କୁ ତେଲ କୋଇ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରକୁ ନେବାକୁ ଯୋଗାଯୋଗ କରୁଛନ୍ତି ସ୍ଥାନିୟ ଲୋକେ । ଆଜି ରାତ୍ରି ଆଠଟା ସମୟର ସୂଚନା ।