ସମ୍ଵଲପୁରରେ ସାଂସଦ ଖେଲ ମହୋତ୍ସବର କବାଡି ଉଦଯାପିତ l ଏହି ଅବସରରେ ମୂଖ୍ୟ ଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ମନ୍ତ୍ରୀ ରବି ନାଏକ, ବରଗଡ଼ ବିଧାୟକ, ଅତାବିରା ବିଧାୟକ, ଝାରସୁଗୁଡା ବିଧାୟକ, କୋଟପାଡ଼ ବିଧାୟକ ପ୍ରମୁଖ ଉପସ୍ଥିତ ଥିଲେ l ଆଜିର ଏହି କବାଡି ମ୍ୟାଚ ର ମହିଳା କବାଡିରେ ଧନକଉଡ଼ା ଦଳ ବିଜୟ ହୋଇଥିବା ବେଳେ ପୁରୁଷ ବିଭାଗରେ ଜମନକିରା ଓ ଧକଉଡ଼ା ଦଳ ମଧ୍ଯରେ ହୋଇଥିଲା l ଏଥିରେ ମଧ୍ୟ ଧନକଉଡ଼ା ଦଳ ବାଜି ମାରି ନେଇଥିଲା l ଆସନ୍ତା କାଲି କେନ୍ଦ୍ରମନ୍ତ୍ରୀ ବିଜୟୀ ଦଳକୁ ଟ୍ରଫି ସହ ମାନପତ୍ର ଦେବେ l ପ୍ରଧାନମନ୍ତ