ସୋରଡା: ସୋରଡ଼ା ଥାନା ସରାବାଡି ପଞ୍ଚାୟତ ଗୁଣ୍ଡ୍ରିବାଡି ଗାଁ ରେ ଘଟିଛ ଅଭାବନୀୟ ଘଟଣା, ଜରାଉ ନଦୀରେ ଗାଧେଇବାକୁ ଯାଇ ଭାସିଗଲେ ମହିଳା
Surada, Ganjam | Sep 14, 2025
ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ସରାବାଡି ପଞ୍ଚାୟତ ଗୁଣ୍ଡ୍ରିବାଡି ଗାଁ ରେ ଘଟିଛି ଏକ ଅଘଟଣ।ଯରାଉ ନଦୀକୁ ଗାଧେଇବାକୁ ଯାଇ ନଦୀରେ ଭସିଗଲେ ମହିଳା...