ସଡ଼କ ଦୁର୍ଘଟଣା ଜନିତ ଶୂନ୍ୟ ମୃତାହତ ପକ୍ଷ ପାଳନ ଉପଲକ୍ଷେ ଝାରସୁଗୁଡା ଜିଲ୍ଲାରେ ଯେପରି ଦୁର୍ଘଟଣା ନହେବ ଏବଂ କେହି ମୃତାହତ ନେହେବ ସେନେଇ ସଚେତନତା ବାର୍ତ୍ତା ଦେଲେ ଝାରସୁଗୁଡା ଆରଟିଓ ପ୍ରଣୟ ମିଶ୍ର l ଆଜି ପୂର୍ବାହ୍ନ ୧୧ ଟା ୩୦ ରେ ସେ ପ୍ରତିକ୍ରିୟା କହିଛନ୍ତି ସଡ଼କ ସୁରକ୍ଷା ନିୟମ ପାଳନ କରି ଦୁର୍ଘଟଣା ରୋକି ହେବ l ତେଣୁ ସମସ୍ତେ ଏହି ନିୟମ କୁ ପାଳନ କରି ସୁରକ୍ଷିତ ରୁହନ୍ତୁ l