Public App Logo
Jansamasya
National
Vandebharatexpress
Didyouknow
Shahdara
New_delhi
Delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth
Sicklecellawareness

ସମ୍ବଲପୁର ମ୍ୟୁନିସିପାଲଟି: ଚର୍ଚ୍ଚ ଛକ ରେ ଥିବା ଏକ ସମ୍ବଲପୁରୀ କପଡା ଦୋକାନକୁ ପରିଦର୍ଶନ କଲେ ସମ୍ବଲପୁର ସାଂସଦ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ

Sambalpur M, Sambalpur | Sep 14, 2025
ସମ୍ବଲପୁର ସାଂସଦ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ସମ୍ବଲପୁରୀ କପଡା କୁ ବିଶ୍ୱ ଦରବାର ରେ ପହଞ୍ଚାଇବା ପାଈଁ ପ୍ରୟାସ ଜାରି ରଖିଛନ୍ତି l ଏହାକୁ ନେଇ ଆଜି ଚର୍ଚ୍ଚ ଛକରେ ଥିବା ଏକ ସମ୍ବଲପୁରୀ କପଡା ଦୋକାନ କୁ ଯାଇ ସେଠାରେ କାରିଗର ମାନେ କିପରି କାର୍ଯ୍ୟ କରୁଛନ୍ତି ତାକୁ ତଦାରଖ କରିଥିଲେ l ପାର୍ବଣ ଋତୁର କିପରି ସମସ୍ତେ ସମ୍ବଲପୁରୀ କପଡା ପ୍ରତି ବେସି ଆକର୍ଷିତ ହେବେ ସେନେଇ ମନ୍ତ୍ରୀ 'ଭୋକାଲ୍ ଫର୍ ଲୋକାଲ'ର ବାର୍ତ୍ତା ଦେଇଥିଲେ କେନ୍ଦ୍ରମନ୍ତ୍ରୀ ।

MORE NEWS