କୋରାପୁଟ ସହର: ମୁର୍କାର ପଞ୍ଚାୟତ ଅଧିନସ୍ଥ ଝୋଲା ଗୁଡା ଗାଁରେ ବଜ୍ରାଘାତରେ ୮ ଗାଇ ମୃତ, ସରକାରୀ ସହାୟତା ଦାବି
Koraput Town, Koraput | Sep 10, 2025
କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ମୁର୍କାର ପଞ୍ଚାୟତ ଅଧିନସ୍ଥ ଝୋଲା ଗୁଡା ଗାଁର ଗୋବିନ୍ଦ ହିକକା ଓ ଦର୍ଶନ ହିକକା ନିକଟସ୍ଥ ପାହାଡରେ ଗାଈ...