ବୌଦ୍ଧ ସଦର: ବୁଟୁପାଲି ଠାରେ ରାଷ୍ଟ୍ର ଶୌର୍ଯ୍ୟ ସମୃଦ୍ଧି 108 କୁଣ୍ଡିୟ ଗାୟତ୍ରୀ ମହା ଯଜ୍ଞ ଅବସରରେ ସାମ୍ବାଦିକ ସମ୍ମିଳନୀ
ମଙ୍ଗଳବାର ସନ୍ଧ୍ୟାରେ ବୁଟୁପାଲି ସ୍ଥିତ ମାଉଲସିଙ୍ଗା ହାଇସ୍କୁଲ ସମ୍ମୁଖରେ ରାଷ୍ଟ୍ର ଶୌର୍ଯ୍ୟ ସମୃଦ୍ଧି 108 କୁଣ୍ଡିୟ ଗାୟତ୍ରୀ ମହା ଯଜ୍ଞ ଆସନ୍ତା ଡିସେମ୍ବର୍ 25 ତାରିଖ ଠାରୁ 28 ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ବେଳେ ଆୟୋଜକ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି |