କଣ୍ଟାବାଞ୍ଜି: ଘୁସରାମୁଣ୍ଡା ଗାଁ ରେ ଆୟୋଜିତ ଗିରି ଗୋବର୍ଦ୍ଧନ ପୂଜା ରେ ଯୋଗ ଦେଲେ ପୂର୍ବତନ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷା
ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଘୁସରାମୁଣ୍ଡା ଗ୍ରାମ ରେ ଆୟୋଜିତ ଗିରି ଗୋବର୍ଦ୍ଧନ ପୁଜା ରେ ଯୋଗଦାନ କରି ପ୍ରଭୁ ଶ୍ରୀ କୃଷ୍ଣ ପାଖରେ ଅଞ୍ଚଳ ର ମଙ୍ଗଳ କାମନା ପାଇଁ ଆଶ୍ରିବାଦ ଭିକ୍ଷା କଲେ ବଲାଙ୍ଗିର ଜିଲ୍ଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷା ନିରୁପମା ମାଝୀ।