ମା ସମଲେଶ୍ୱରୀ ମନ୍ଦିର ର ଯଜ୍ଞ ସ୍ଥଳୀ ରେ ବିଶ୍ୱ ଶାନ୍ତି ଓ ଜଗତ କଲ୍ୟାଣ ଉଦେଶ୍ୟରେ ତ୍ରିଦିନାତ୍ମକ ଦୀପ ମହାଯଜ୍ଞ ଓ ଚଣ୍ଡୀ ହୋମ ଶେଷ ହେଇଛି | ଏହି ହୋମ ଯଜ୍ଞ ତିନି ଦିନ ବ୍ୟାପି ଜାରି ରହିଥିଲା l l ଜଗତବାସି ଙ୍କ ମଙ୍ଗଳକାମନା ଓ ବିଶ୍ୱଶାନ୍ତି ପାଇଁ ଏହି ପବିତ୍ର ଯଜ୍ଞ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ଆୟୋଜନ କରିଥିବା ବେଳେ ଆଜି ପବିତ୍ର ମକର ସଂକ୍ରାନ୍ତି ଦିନ ଏହି ଯଜ୍ଞ ର ପୂର୍ଣ୍ଣାହୁତି ସମ୍ପର୍ଣ ହେଇଥିବା ନେଇ ଆଜି ରାତି 8ଟାରେ ସୂଚନା ମିଳିଛି l