କୋରାପୁଟ ସହର: ଦାମନଯୋଡି ସ୍ଥିତ ସେକ୍ଟର ୨ ବିଘ୍ନହର୍ତା ପୁଜା କମିଟିର ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେଲେ କୋରାପୁଟ ବିଧାୟକ
Koraput Town, Koraput | Aug 27, 2025
କୋରାପୁଟ ଜିଲ୍ଲାର ଦାମନଯୋଡି ନାଲକୋ ସ୍ଥିତ ସେକ୍ଟର ୨ରେ ବିଘ୍ନହର୍ତ୍ତା ପୁଜା କମିଟି ପକ୍ଷରୁ ଧୁମଧାମରେ ଗଣେଶ ପୂଜା ଅନୁଷ୍ଠିତ ହୋଇଯାଇଛି। ଆଜି...