କୋରାପୁଟ ସହର: ପଥର କୁଆଁରୀ ଲିଜ ନଦେବାକୁ ପିତା ଗୁଡ଼ା ପଞ୍ଚାୟତର ତିନି ଖଣ୍ଡ ଗ୍ରାମବାସୀ ଜିଲ୍ଲାପାଳଙ୍କ ଦ୍ବାରସ୍ଥ
Koraput Town, Koraput | Sep 12, 2025
ଗ୍ରାମ ଉପକଣ୍ଠ ପାହାଡ଼ରେ ଥିବା ପଥର କୁଆଁରୀ ଖନନ ପାଇଁ ଟେଣ୍ଡର ନକରିବା ଦାବିରେ ତିନିଖଣ୍ଡ ଗ୍ରାମର ଲୋକେ ଆଜି ଦିନ ୨ଟା ସମୟରେ ଜିଲ୍ଲାପାଳଙ୍କ...