ନୂଆପଡା: ମୁଖ୍ୟ ବିଚାରପତିଙ୍କ ଦ୍ଵାରା ଭର୍ଚୁଆଲ ମାଧ୍ୟମରେ ଖଡିଆଳ ଠାରେ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ କୋର୍ଟ ଶୁଭାରମ୍ଭ, ପ୍ରତିକ୍ରିୟା ବିଧାୟକ
Nuapada, Nuapada | Sep 2, 2025
ଖଡିଆଳ କୋର୍ଟରେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ହରିଶ ଟଣ୍ଡନଙ୍କ ଦ୍ଵାରା ଭର୍ଚୁଆଲ ମାଧ୍ୟମରେ ଖଡିଆଳ ଠାରେ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ...