କଣ୍ଟାମାଳ: କିନିକୂପା ଗ୍ରାମ ରେ ବନ ବିଭାଗ ର ଏକ ପେଡ ମା କେ ନାମ ଯୋଗଦେଲେ ବିଧାୟକ
କଣ୍ଟାମାଲ ବନବିଭାଗ ର ଏକ ପେଡ ମା କେ ନାମ କାର୍ଯ୍ୟକ୍ରମ ଯୋଗଦେଲେ ବିଧାୟକ କଣ୍ଟାମାଲ ରେଞ୍ଜ ପକ୍ଷରୁ କିନିକୂପା ରେ ରେଞ୍ଜ ଅଧିକାରୀ ଜୟ କୃଷ୍ଣ ପଟନାୟକ ଙ୍କ ତତ୍ଵବ୍ୟବଧାନ ରେ ଏକ ପେଡମା କେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି I ମୁଖ୍ୟଅତିଥି ଭାବରେ କଣ୍ଟାମାଲ ବିଧାୟକ କହ୍ନଇ ଚରଣ ଡାଙ୍ଗ ଯୋଗଦେଇଥିଲା I ରେଞ୍ଜ ର ସମସ୍ତ ସେକ୍ସନ ଅଧିକାରୀ କର୍ମଚାରୀ ଉପସ୍ଥିତ ରହି ବିଭିନ୍ନ କିସମର ବୃକ୍ଷ ରୋପଣ କରିଥିଲେ I ଆସିଥିବା ବିଭିନ୍ନ ଗ୍ରାମବାସି ଙ୍କୁ ସଚେତନ କରିବା ଶହ ବୃକ୍ଷ ଯତ୍ନ ନେବାକୁ କହିଥିଲେ I