କୋରେଇ: କିମ୍ସ ପକ୍ଷରୁ ଦଶରଥପୁର ବ୍ଲକ ବିରିପଟାରେ ଉଦଘାଟିତ ହେଲା ତୃତୀୟ ମେଗା ସ୍ୱାସ୍ଥ୍ୟ ଶିବିର,ବିଭିନ୍ନ ରୋଗୀ ହେଲେ ଚିକିତ୍ସିତ
Korai, Jajpur | Nov 9, 2025 କିମ୍ସ ପକ୍ଷରୁ ଦଶରଥପୁର ବ୍ଲକ ବିରିପଟାରେ ଉଦଘାଟିତ ହେଲା ତୃତୀୟ ମେଗା ସ୍ୱାସ୍ଥ୍ୟ ଶିବିର,ବିଭିନ୍ନ ରୋଗୀ ହେଲେ ଚିକିତ୍ସିତ। କିଟ କିସର ପ୍ରତିଷ୍ଠାତା ତଥା ପୂର୍ବତନ ସାଂସଦ ଡଃ ଅଚ୍ୟୁତ ସାମନ୍ତଙ୍କ କରକମଳରେ ଉଦଘାଟିତ ହୋଇଛି ଏହି ସ୍ୱାସ୍ଥ୍ୟ ମେଳା । ମୁଖ୍ୟ ଅତିଥି ଭାବେ ଯାଜପୁର ଉପଜିଲ୍ଲାପାଳ ତାପସ ରଞ୍ଜନ ଦେଉରୀ ଯୋଗ ଦେଇ ଡ଼ ସାମନ୍ତଙ୍କ ଏଭଳି ପ୍ରୟାସ କୁ ପ୍ରଶଂସା କରିଥିଲେ।