ସୋହେଲା ବିଜୁ ଏକ୍ସପ୍ରେସ ରୋଡ ର ଜାମ ପାଲି ଠାରେ ଦୁର୍ଘଟଣା ଭଉଣୀ କୁ ସ୍କୁଲ ରୁ ଆଣିବା ପାଇଁ ଯାଉଥିବା ବେଳେ ଆଜି 4 PM ରୁ 5 PM ଭିତରେ ଜାମ ପାଲି ସ୍କୁଲ ପାଖରେ ଅଜଣା ଗାଡ଼ି ଧକ୍କାରେ ଛାତ୍ର ମିଳନ ପ୍ରଧାନ 15 ଙ୍କ ପରଲୋକ । ମୃତକ ମିଳନ ସୋହେଲା ଡୁମ୍ଵେରପାଳି ର ହୋଇଥିବା ବେଳେ ଜାମପାଳି ରେ ମିଳନ ର ବାପା କୁକୁଡା ଫାର୍ମରେ କାମ କରୁଥିବା ସୂଚନା ମିଳିଛି ।