ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ରେମତା ପ୍ରାଥମିକ କୃଷି ସେବା ସମବାୟ(ପ୍ୟାକ୍ସ) କାର୍ଯ୍ୟାଳୟକୁ ପଶି ଧମକ ଚମକ ଦେଇଥିବା ମାମଳାର ରାୟ ପ୍ରକାଶ ପାଇଛି l ଲଖନପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଳତର ମାନ୍ୟବର ବିଚାରପତି ବ୍ରଜେଶ ମିଶ୍ରଙ୍କ ଅଦାଲତରେ ଚାଲିଥିବା ସିଟି କେଶ ନମ୍ବର ୧୭୨୪ / ୨୦୨୩ ରାୟ ମୁତାବକ ଅଭିଯୁକ୍ତ ସୁନୀଲ ସାହୁକୁ ଆଜି ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଭିଯୋଗ ଆଧାରରେ ଅଦାଳତ ଅଭିଯୁକ୍ତକୁ ୩ ହଜାର ଟଙ୍କା ଜରିମାନା ରାୟ ଶୁଣାଇ ଥିବା ବେଳେ ଅର୍ଥିକ ରାଶି ଅନାଦେୟ ହେଲେ ଅଧୁକ ୪ ଦିନର ସାଧାରଣ କାରାଦଣ୍ଡ ଭାଗିବାକୁ ହେବ ବୋଲି ରାୟ ଦେଇଛନ୍ତି l ଅଭିଯୁକ୍ତ ସୁନିଲ