୧୦ ଜାନୁଆରୀ ୨୦୨୬ ପୂର୍ବାହ୍ନ ପ୍ରାୟ ୧୦ଟାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ, ବଣେଇ ସ୍ଥିତ ସେଣ୍ଟ ଜୋସେଫ କାନଭେଣ୍ଟ ସ୍କୁଲର ବାର୍ଷିକ ବିଜ୍ଞାନମେଳା ଉତ୍ସବକୁ ବିଦ୍ୟାଳୟର ପ୍ରିନସିପାଲ ସିଷ୍ଟର ସନ୍ଧ୍ୟାଙ୍କ ଅଧ୍ୟକ୍ଷତାରେ ହୋଇଥିବା ବେଳେ ଏଥିରେ ବଣାଇ ଗୋଷ୍ଠୀ ଶିକ୍ଷାଅଧିକାରୀ ସୁନୀଲ ମୁଣ୍ଡୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷାବିତ ଶୁଭେନ୍ଦୁନାଥ ମଲିକ ପ୍ରମୁଖ ଉପସ୍ଥିତ ରହି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ, ବିଜ୍ଞାନ ମେଳାରେ ୬୦ ଗୋଟି ପ୍ରୋଜେକ୍ଟ ହୋଇଥିବା ବେଳେ ଜଜମାନେ ବୁଲି ପିଲାମାନଙ୍କ ପ୍ରୋଜେକ୍ଟ ଦେଖି ପ୍ରଶଂସା କରିଥିଲେ, ଉକ୍ତ କାର୍ଯ୍ରେ