କେନ୍ଦୁଝର ସହର: ବେବର୍ତ୍ତାପଶି ଠାରେ ଥିବା ଗୁରୁକୁଳ ଠାରେ ଛାତ୍ର ନିଖୋଜ
ବାରିଆ ଥାନା ସିତାରାମପୁର ଗାଁର ହୃଦୟ ରଞ୍ଜନ ମହାନ୍ତ (ପିଙ୍କୁ) (୧୫ବର୍ଷ) ଯିଏ କେନ୍ଦୁଝର ସହର ଉପକଣ୍ଠ ବେବର୍ତ୍ତାପଶି ଠାରେ ଥିବା ଗୁରୁକୁଳ ଠାରେ ରହି ଦଶମ ଶ୍ରେଣୀ ପଢ଼ୁଥିଲେ, ଗତକାଲି ରାତ୍ରୀ ଠାରୁ ସେ ନିଖୋଜ ଥିବା ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି..! କେହି ସହୃଦୟ ବ୍ୟକ୍ତି ତାଙ୍କ ବିଷୟରେ କିଛି ସୂଚନା ପାଇଲେ ସ୍ଥାନୀୟ ପୋଲିସ କୁ ସୂଚନା ଦେବାକୁ ଅନୁରୋଧ..! କ