ରାଉରକେଲା ମ୍ୟୁନିସିପାଲଟି: ସେକ୍ଟର ୧୫ସ୍ଥିତ ଚିଫଟାଇଫ ମାର୍କେଟ କାଳୀପୂଜାର ତୋରଣ ସାଙ୍ଗକୁ କାଳିମା'ଙ୍କ
ମୂର୍ତ୍ତି,ଲୋଭା ହୋଇଛି
ଅକ୍ଟୋବର ୨୧ ତାରିଖ ସନ୍ଧ୍ୟା ପ୍ରାୟ ୬ଟା ୪୦ ମିନିଟରେ ସେକ୍ଟର ୧୫ ଚିଫଟାଇଫ ମାର୍କେଟର କାଳୀପୂଜା ପ୍ରାୟ ୫୦ ବର୍ଷାରେ ପ୍ରଦାର୍ପଣ କରିଥିବା ଓ ହିନ୍ଦୁ ମୁସଲିମ ସମ୍ପ୍ରଦାୟ ମିଶି ପାଳନ କରିବା ଏକ ଭାଇଚାରାର ବଳିଷ୍ଠ ପ୍ରମାଣ ଦେଖିବାକୁ ମିଳିଛି, ମନକୁ ମନ, ହୃଦୟକୁ ହୃଦୟ ମିଶି ଏକ ପରିବାର ହୋଇ ସମାଜରେ ଉଦାହରଣ ସୃଷ୍ଟି କରିପାରିଛି, ଏଇ ୪ ଦିନ ଅବସରରେ ଅମିତ ମାଈତି ମହାନ୍ତି ଓ ଏମ. ଡ଼ି. ରା଼ଫିକ ଖାନ ବକ୍ତବ୍ୟରେ କହିଲେ, ଏହି ପୂଜା ଆମ ପିତୃପୁରୁଷରୁ ପାଳନ ହୋଇ ଆସୁଛି,