କୋରେଇ: ବ୍ୟାସନଗର ସହରର ଗଣ ପର୍ବ କାଳୀପୂଜା ସମୟରେ ସୁରକ୍ଷାକୁ ନେଇ ଯାଜପୁର ରୋଡ ଥାନାରେ ଏସଡିପିଓ ଓ ପୋଲିସ ଅଧିକାରୀଙ୍କ ବୈଠକ
Korai, Jajpur | Oct 18, 2025 ବ୍ୟାସନଗର ସହରର ଗଣ ପର୍ବ କାଳୀପୂଜା ସମୟରେ ସୁରକ୍ଷାକୁ ନେଇ ଯାଜପୁର ରୋଡ ଥାନାରେ ଏସଡିପିଓ ଓ ପୋଲିସ ଅଧିକାରୀଙ୍କ ବୈଠକ l ଆଉ ମାତ୍ର ଦୁଇଦିନ ପରେ ଆରମ୍ଭ ଗଣ ପର୍ବ ମା କାଳୀଙ୍କ ପୂଜା l ଯାହା ପାଇଁ ସମଗ୍ର ସହର ଚଳଚଞ୍ଚ ହେଇଯିବ l ଏହି ସମସ୍ୟାର କିଭଳି ଦର୍ଶକ ସୁରକ୍ଷିତ ଭାବର ମା କାଳୀଙ୍କ ଦର୍ଶନ କରି ଫେରିବେ ସେଥିପାଇଁ ପୋଲିସ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହେଇଯାଇଛି ଳ ଏହି ବୈଠକରେ ଏସଡିପିଓ ଲକ୍ଷ୍ମୀଧର ସ୍ୱାଇଁ ଯୋଗଦେଇ ଟ୍ରାଫିକ ସମସ୍ୟା ଉପରେ ଆଲୋଚନା କରିଥିଲେ l