ରାଜ୍ୟସରକାରଙ୍କ କାୟାକଳ୍ପ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ଫେରିଛନ୍ତି। ପ୍ରତିବର୍ଷ ଏହି ଟିମ୍ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଥିବା ଡାକ୍ତରଖାନାକୁ ପରିଦର୍ଶନ କରି ରିପୋର୍ଟ ପ୍ରଦାନ କରୁଥିବା ବେଳେ ଚଳିତବର୍ଷ ମଧ୍ୟ ଜିଲ୍ଲାର ପ୍ରାୟ ସମସ୍ତ ଡାକ୍ତରଖାନା ପରିଦର୍ଶନ କରିଥିବା ଜଣାପଡିଛି। ଅନୁଗୋଳ ଜିଲ୍ଲାରେ ରହିଥିବା ଡାକ୍ତରଖାନା ମାନଙ୍କରେ କିପରି ଭାବରେ ସ୍ବଚ୍ଚତା ରଖାଯାଉଛି, ଡଷ୍ଟବିନ୍ ବ୍ୟବହାର କରାଯାଉଛି ନା ନାହିଁ, ବ୍ୟବହୃତ ହୋଇ ସାରିଥିବା ଛୁଞ୍ଚି, ଗଜ କପଡା ଭଳି ରୋଗୀଙ୍କ ବ୍ୟବହାର ସାମଗ୍ରୀ ଉଚିତ୍ ସ୍ଥାନରେ ପକାଯାଉଛି କି ନାହିଁ, କର୍ମଚାରୀମାନେ ସରକାରୀ ଡ