କଣ୍ଟାମାଳ: କଣ୍ଟାମାଲ ବ୍ଲକ କାର୍ଯ୍ୟଳୟ ଶମ୍ବୁଖରେ 4ଦିନ ରେ ପହଂଚିଳା ଗୋଷ୍ଠୀ ସହାୟକ ଙ୍କ ଗଣ ଧାରଣା I ମୁର୍ଚ୍ଛା ହୋଈଗଲେ କର୍ମଚାରୀ
4ଦିନ ରେ ପହଂଚିଳା ଗୋଷ୍ଠୀ ସହାୟକ ଙ୍କ ଗଣ ଧାରଣା I ମୁର୍ଚ୍ଛା ହୋଈଗଲେ କର୍ମଚାରୀ କଣ୍ଟାମାଲ ବ୍ଲକ ର 24ପଂଚାୟତ ର 24Mbk 270 ଗୋଷ୍ଠୀ ସହାୟକ କର୍ମଚାରୀ 7ଦଫା ନେଇ ବ୍ଲକ କାର୍ଯ୍ୟଳୟ ଆଗରେ ଗଣଧାରଣା I ଏ ନେଇ ସେମାନେ Bdo ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଦାବି ଦେଇଥିଲେ I ସ୍ଥାୟୀ ସମାଧାନ ନ ହବା ପର୍ଯ୍ୟନ୍ତ ଏହିଭଲି ଗଣଧାରଣା ନେଇ ଚେତାବନୀ I ଏପଟେ ଆଜି 4ଘଣ୍ଟା ସମୟରେ ଜଣେ କର୍ମଚାରୀ ଅଚେତ ହୋଈଯାଇଥିଲେ I ଫଳରେ ସାଙ୍ଗେ ସାଙ୍ଗେ କଣ୍ଟାମାଲ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇ ଥିଲେ I