ଚମ୍ପୁଆ: ବିର୍ସାକ୍ଲବ ନିକଟରେ ସ୍କୁଲ ଛାତ୍ରଙ୍କ ଉପରେ ଚଢ଼ିଗଲା ବୋଲେରୋ, ୨ ଗୁରୁତର; ସିସିଟିଭିରେ କଏଦ ହେଲା ଦୃଶ୍ୟ
Champua, Kendujhar | Aug 21, 2025
ବଲାଣି ଟାଉନସିପ୍ ବିର୍ସାକ୍ଲବ ନିକଟରେ ସ୍କୁଲରୁ ଘରକୁ ଫେରୁଥିବା ଦୁଇ ନାବାଳକଙ୍କ ଉପରେ ଏକ ଧଳା ବୋଲେରୋ ଚଢ଼ିଯାଇ ଫେରାର ହୋଇ ଯାଇଥିବା ବେଳେ...