ବଡସାହି: ମହୁଲିଆ ଛକରେ ମଦୁଆ ଗାଡି ଚାଳକଙ୍କୁ ଧରିଲା ବେତନଟୀ ପୁଲିସ ପେଟ୍ରୋଲିଂ ଟିମ, ମାମଲା ରୁଜୁ ପୂର୍ବକ ବାଇକ ଜବତକଲା ପୁଲିସ
Barsahi, Mayurbhanj | Aug 8, 2025
ବେତନଟୀ ପୁଲିସ ଶୁକ୍ରବାର ରାତି ସାଢେ ଏଗାରଟାରେ ପେଟ୍ରୋଲିଂ କରୁଥିବା ବେଳେ ମହୁଲିଆ ଛକରେ ଜନୈକ ମଦୁଆ ଗାଡି ଚାଳକଙ୍କୁ ଧରିବା ସହିତ ମାମଲା...