TPWODL ଦ୍ୱାରା ବାତ୍ୟା ମୋନ୍ଥା ନେଇ ପ୍ରସ୍ତୁତି l ଭବାନୀପାଟଣା ରେ ବିଭିନ୍ନ ଡିଭିଜନରେ ଇଞ୍ଜିନିୟର ଏବଂ ବୈଷୟିକ କର୍ମଚାରୀଙ୍କ ସମେତ 5,200 ରୁ ଅଧିକ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି l କଳାହାଣ୍ଡିରେ ବିଶେଷଜ୍ଞ ୟୁନିଟ୍ ସହିତ AMC ଏବଂ ପ୍ରକଳ୍ପ ଦଳ ସମ୍ପୂର୍ଣ୍ଣ ସଜାଗ ଅଛନ୍ତି ନେଇ ବିଭାଗୀୟ ଅଧିକାରୀ ଆଜି ସୂଚନା ଦେଇଛନ୍ତି