ଧର୍ମଶାଳା: ବାହାବଳପୁର ଗ୍ରାମରେ ସାବିତ୍ରୀ ବୋଇତାଇଙ୍କ ଏକାଦଶାହ କ୍ରିୟାରେ ଯୋଗଦେଲେ ବିଧାୟକ ହିମାଂଶୁ ଶେଖର ସାହୁ
ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଓଡିଶୋ ଗ୍ରାମପଞ୍ଚାୟତ ଅଧୀନସ୍ଥ ବାହାବଳପୁର ଗ୍ରାମର ବାସିନ୍ଦା ଧର୍ମ ପରାୟଣା ମହିଳା ସ୍ବର୍ଗତ ସାବିତ୍ରୀ ବୋଇତାଇଙ୍କ ଏକାଦଶାହ କ୍ରିୟାରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଯୋଗଦେଇ ସ୍ମୃତିଚାରଣପୁର୍ବକ ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିବା ମଙ୍ଗଳାବର ରାତି 10 ଘଟିକା ସମୟରେ ଦେଖିବାକୁ ମିଳିଛି ।