ଓଡିଶା ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ଓ ଜିଲ୍ଲା ସଂସ୍କୃତି ପରିଷଦ, ସମ୍ବଲପୁର ମିଳିତ ଆନୁକୂଲ୍ୟରେ ଆସନ୍ତା ଜାନୁୟାରୀ ୪ ରୁ ୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ସମ୍ବଲପୁର ଲୋକ ମହୋତ୍ସବର ଏକ ଫୋଟୋ ଚିତ୍ର ଉନ୍ମଚିତ ହୋଇଯାଇଛି l ଏହି ଉପଲକ୍ଷେ ପ୍ରକାଶ ପାଉଥିବା ସ୍ମରଣିକା ନୂତନ କଳେବର ନେଇ ପ୍ରକାଶ କରାଯିବାକୁ ଆଜି ନିଷ୍ପତ୍ତି ନିଆଯାଇଛି। ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆମର ସଂସ୍କୃତି ଆମର ଟେକ କୁ ଗୁରୁତ୍ୱ ଦେଵା ସହ ସମ୍ବଲପୁରୀ ଭାଷା, କବିତା, ବୀର ସଂଗ୍ରାମୀଙ୍କ କଥା କାହାଣୀ। ସମ୍ବଲପୁର ଜିଲ୍ଲାର ପର୍ଯ୍