ହିଞ୍ଜିଳି: ହିଞ୍ଜିଳି କାଟୁ ଥାନା ତଥା ହିଞ୍ଜିଳି ପୌରାଞ୍ଚଳ ବେଆଇନ ବାଣ ବ୍ୟବସାୟୀ ଙ୍କୁ ଗିରଫ ସହ ବାଣ ଜବତ, ସୂଚନା ଦେଲେ ଥାନା ଅଧିକାରୀ
Hinjili, Ganjam | Sep 16, 2025 ଗଞ୍ଜାମ ଜିଲ୍ଲା ହିଞ୍ଜିଳି କାଟୁ ନିର୍ବାଚନ ମଣ୍ଡଳୀର ହିଞ୍ଜିଳି ଥାନା ଅନ୍ତର୍ଗତ ବିଭିନ୍ନ ଦୋକାନ ଉପରେ ହିଞ୍ଜିଳି ପୋଲିସ ର ଚଡାଉ, ଏହି ଚଡାଉ ସମୟରେ ଦୁଇଟି ଦୋକାନୀ ରେ ବିପୁଳ ପରିମାଣ ରେ ବେଆଇନ ବାଣ କରବାର ହେଇଥିବା ବେଳେ ଆଜି କୌଣସି ସୂତ୍ରରୁ ଖବର ପାଇଁ ହିଞ୍ଜିଳି ପୋଲିସ ଚଡାଉ କରିଥିବା ବେଳେ ସେମାନଙ୍କ ନିକଟରେ ବହୁ ପରିମାଣ ବାଣ ଜବତ କରିଥିବା ବେଳେ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।