ବସ୍ତା: ଚେକ ବାଉନ୍ସ ମାମଲାରେ ଯୁବକ ଗିରଫ,ବସ୍ତା ଥାନରେ ପ୍ରତିକ୍ରିୟା ରଖିଲେ ସଂସ୍ଥାର ଇନଚାର୍ଜ
ଚେକ ବାଉନ୍ସ ମାମଲାରେ ଯୁବକ ଗିରଫ ଆଜି ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ନୟାପଡା ଗ୍ରାମ "ସେଭ ସି " ନାମକ ଏକ ଚିଙ୍ଗୁଡ଼ି ଓ ଔଷଧ ବିତରଣ ସଂସ୍ଥା ଠାରୁ ଲକ୍ଷାଧିକ ଟଙ୍କା ର ସାମଗ୍ରୀ ନେଇ ଆଠ ବର୍ଷ ଧରି ଲୁଚ କାଳି ଖେଳ ଖେଳି ଆସୁଥିବା ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ବଡବୁଦା ଗ୍ରାମ ର ଜିତ ଟ୍ରେଡ଼ର୍ସ ର ମାଲିକ ନକୁଳ ମୁଦଲି ଗିରଫ l