କଣ୍ଟାମାଳ: ଦୀର୍ଘ ଦିନ ପରେ ପ୍ରଶାସନ ଓ ପୋଲିସ ଉପସ୍ଥିତିରେ ଖୋଲିଲା ଗୁହୀରାପାଳି ଅଙ୍ଗନୱାଡି କେନ୍ଦ୍ର, ପରେ ପୁଣି ତାଲା ପକାଇଲେ ମହିଳା
Kantamal, Boudh (Bauda) | Sep 13, 2025
ଦୀର୍ଘ ଦିନ ପରେ ପ୍ରଶାସନ ଓ ପୋଲିସ ଉପସ୍ଥିତିରେ ଖୋଲିଲା ଅଙ୍ଗନୱାଡି କେନ୍ଦ୍ର, ପରେ ପୁଣି ତାଲା ପକାଇଲେ ମହିଳା ବୌଦ୍ଧ ଜିଲ୍ଲା କଣ୍ଟାମାଳ...