ସମ୍ବଲପୁର ଜିଲ୍ଲା କଂଗ୍ରେସ୍ ଭବନ ରେ ଏକ ବିଶାଳ ମହିଳା କର୍ମୀ ସମ୍ମଳନୀ ଅନୁଷ୍ଠିତ ହୋଇଛି l ଅଲ୍ ଇଣ୍ଡିଆ ମହିଳା କଂଗ୍ରେସ୍ ସମ୍ପାଦକ ତଥା ଓଡ଼ିଶା ମହିଳ କଂଗ୍ରେସ୍ ଇନ୍ ଚାର୍ଜ ମିସ ତୁଲିକା କର୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ମହିଳା କଂଗ୍ରେସ ରେ ଅଧିକ ମହିଳା ଯୋଗ ଦେବାଲାଗି ମହିଳା ମାନଙ୍କୁ ଉତ୍ସାହିତ କରିଥିଲେ ବିଜେପି ସରକାର ରେ ନାରୀ ର ସୂରକ୍ଷ। ନାହି ବୋଲି ମହିଳା କଂଗ୍ରେସ କୁ ଲଢେଇ କରିବା ଲାଗି ଆଗେଇ ଆସନ୍ତୁ ବୋଲି ଆହ୍ୱାନ ଦେଇଥିଲେ।ମାନୋରେଗା ଯୋଜନା କୁ ମୋଦି ସରକାର ଲୋକଙ୍କ ଦାନ। ଛଡାଇ ନେଇଛନ୍ତି ବୋଲି ବିଜେପି ଉପରେ ବର୍ଷି ଥିଲେ l ଉକ୍ତ ସଭାରେ ମହିଳା