ଧର୍ମଗଡ: ବଙ୍କାପଲା ଠାରେ ଆୟୋଜିତ ଏକ ପେଡ ମାଆ କେ ନାମ କାର୍ଯ୍ୟକ୍ରମରେ ଯୋଗ ଦେଲେ ଜିଲ୍ଲା ଯୋଜନା ଏବଂ ସମନ୍ବୟ ବିଭାଗ ଉପ ନିର୍ଦ୍ଦେଶକ
ବୁଧବାର ବଙ୍କାପଲା ଠାରେ ଦେପୁର ପଞ୍ଚାୟତ ପକ୍ଷରୁ ଏକ ପେଡ ମାଆ କେ ନାମ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସରପଞ୍ଚ ଟିଙ୍କଲ ପାତ୍ର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୋଜନା ଏବଂ ସମନ୍ବୟ ବିଭାଗ ଉପ ନିର୍ଦ୍ଦେଶକ ଶ୍ରୀକାନ୍ତ ଦଳେଇ ଯୋଗ ଦେଇଥିଲେ।