କୋରାପୁଟ ସହର: କୋରାପୁଟ ସୁନାବେଡା 26 ନମ୍ବର ଜାତୀୟ ରାଜପଥର ଡୁମୁରିପୁଟ ନିକଟ ରେ ଟ୍ରଲର ରେ ଭୋଜେଇ ହୋଇଥିବା କେବୁଲ ପାଇପ ରାସ୍ତା ରେ ପଡିଯିବାରୁ ରାଜପଥ ରେ
କୋରାପୁଟ ଟାଉନ୍... କୋରାପୁଟ ସୁନାବେଡା 26 ନମ୍ବର ଜାତୀୟ ରାଜପଥର ଡୁମୁରିପୁଟ ନିକଟ ରେ ଟ୍ରଲର ରେ ଭୋଜେଇ ହୋଇଥିବା କେବୁଲ ପାଇପ ରାସ୍ତା ରେ ପଡିଯିବାରୁ ରାଜପଥ ରେ ଯିବା ଆସିବା ଏକ ପ୍ରକାର ବାଧାପ୍ରାପ୍ତ ହୋଇଚି।ଆଜି ଦିନ ତିନି ଟା ସମୟରେ ଟ୍ରଲର ଟି ରାୟପୁର ରୁ ବିଶାଖାପାଟଣା ଅଭିମୁଖେ ଯାଉଥିଲା କିନ୍ତୁ ହଠାତ ଟ୍ରଲର ର କେବୁଲ୍ ପାଇପ ପଡ଼ିଯିବାରୁ ଗାଡ଼ି ଟି ସେଇଟି ଅଟକି ରହିଥିଲା। ଷୌଭାଗ୍ୟ ବଶତଃ ଟ୍ରଲର ର ପଚପଟେ କୌଣସି ଗାଡ଼ି ଆଶୁ ନ ଥିବାରୁ ବଡ଼ ଧରନ ର ଅଘଟଣ ରୁ ଅଳ୍ପକେ ବର୍ଟି ଯାଇଛନ୍ତି। ବର୍ତ୍ତମାନ କ୍ରେନ ସାହାଯ୍ୟରେ ପଡ଼ିଯାଇଥିବା କେବୁଳ ପାଇପ କୁ ଉଟେଇବା ପାଇଁ ପ୍ରୟା