ବୌଦ୍ଧ ସଦର: ସର୍କିଟ ହାଉସ୍ ଠାରେ ବିଜେପି ଏସସି ମୋର୍ଚ୍ଚାର ଜିଲ୍ଲା ସ୍ତରୀୟ ସମାବେଶ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
Baudh Sadar, Boudh (Bauda) | Jun 4, 2025
ବୁଧବାର ଦିନ ବୌଦ୍ଧ ସର୍କିଟ ହାଉସ୍ ଠାରେ ବୌଦ୍ଧ ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ବା ଏସସି ମୋର୍ଚ୍ଚା ପକ୍ଷରୁ ଜିଲ୍ଲା ସ୍ତରୀୟ ସମାବେଶ...