ସମ୍ବଲପୁର ମ୍ୟୁନିସିପାଲଟି: ମହାନଗର ନିଗମ ଅନ୍ତର୍ଗତ ବଡ଼ବଜାର ଅଞ୍ଚଳରେ ବାଣ ଫୁଟି ଜଣେ ମହିଳା ଆହତ
ମହାନଗର ନିଗମ ଅନ୍ତର୍ଗତ ବଡ଼ବଜାର ଅଞ୍ଚଳରେ ବାଣ ଫୁଟି ଜଣେ ମହିଳା ଆହତ l ମିଳିଥିବା ସୂଚନା ଅନୁସାରେ ଆଜି ରାତି 7 ଟା ସମୟରେ ଜଣେ ମହିଳା ତାଙ୍କ ଘରୁ ଚାଲି ଚାଲି ଦୋକାନ ଯାଉଥିବା ସମୟରେଲ ଜଣେ ଯୁବକ ତାଙ୍କ ଉପରକୁ ଏକ ବାଣ ଫିଙ୍ଗି ଦେବାରୁ ତାଙ୍କ ହାତ ଏବଂ ପେଟ ଟି ଜଳି ଯାଇଥିଲା l ତାଙ୍କୁ ତୁରନ୍ତ ସ୍ଥାନୀୟ ଲୋକେ ମେଡିକାଲ କୁ ଆଣି ଚିକିତ୍ସା କରାଇଛନ୍ତି l