ସୋମବାର ଅପରାହ୍ନ ୩ଟା ବେଳେ ଉତ୍କଳ ଆଲୁମିନା କମ୍ପାନୀ ଦ୍ବାରା ଖଣି ଖନନରେ ପ୍ରଭାବିତ ବଫଲାମାଲି ପାଦ ଦେଶର ଅବସ୍ଥିତ ଅଡ୍ରି, ମାଲିଗାଁ ଏବଂ ଗୋପୀନାଥପୁର ପଂଚାୟତର ଜନ ପ୍ରତିନିଧୂ ଏବଂ ଜନ ପ୍ରତିନିଧ୍ଵ ଏବଂ ସାଧାରଣ ଜନତା ଜିଲ୍ଲାପାଳଙ୍କୁ ସାକ୍ଷାତ କରି ବିଏସଏଫ ଅର୍ଥର ବିନିଯୋଗ ନେଇ ଦାବି କରିଛନ୍ତି । ଖଣି ପ୍ରଭାବିତ ଅଂଚଳ ବ୍ଯତିତ ଅନ୍ୟତ୍ର ଏହି ଅର୍ଥ ଖର୍ଚ୍ଚ କରାଯାଉଥିବା ଅଭିଯୋଗ କରିଛନ୍ତି । ଏହାସହ ଖଣି ତିନି ପଂଚାୟତ ବ୍ୟତିତ ଅନ୍ୟତ୍ର ଖର୍ଚ୍ଚ କରାଗଲେ ତାର ବିରୋଧରେ ଖଣି ଖନନକୁ ବିରୋଧ କରିବା ପାଇଁ ଦାବି କରିଛନ୍ତି।