ଗାଇସିଲେଟ୍: ପାଇକମାଳ ସ୍ଥିତ ଫ୍ରେଜରପୁର ଠାରେ ଓଡିଶା ଆଦର୍ଶ ବିଦ୍ୟାଳୟର ସ୍ଥାପନା ଦିବସ ରେ ଯୋଗଦେଲେ ବିଧାୟିକା ।
ଓଡିଶା ଆଦର୍ଶ ବିଦ୍ୟାଳୟର ସ୍ଥାପନା ଦିବସ ରେ ଯୋଗଦେଲେ ବିଧାୟିକା । ପାଇକମାଳ ଓଡିଶା ଆଦର୍ଶ ବିଦ୍ୟାଳୟ ସ୍ଥାପନ ପଛରେ ରାଜ୍ୟ ସରକାର ଙ୍କର ଏକ ମାତ୍ର ଲକ୍ଷ ଥିଲା ଯେ ଗ୍ରାମାଞ୍ଚଳ ର ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ତାଙ୍କ ନିଜ ବ୍ଲକ ରେ ଉନ୍ନତ ମାନର ଦେୟମୁକ୍ତ ଶିକ୍ଷା ପ୍ରଦାନ କରିବା ।ଏହି ଅନୁଷ୍ଠାନ ର ବିଦ୍ୟାର୍ଥୀ ମାନେ ଅନେକ ସୁନାମଧନ୍ୟ ବେସରକାରୀ ସ୍କୁଲ ର ପିଲା ମାନଙ୍କୁ ପଛରେ ପକାଇ ଅନେକ କୃତିତ୍ୱ ହାସଲ କରି ପାରିଛନ୍ତି ।