ପରଜଙ୍ଗ: ପଳାଶୁଣୀ ମହାବିଦ୍ୟାଳୟରେ ଫର୍ଜୀ ଡକ୍ୟୁମେଣ୍ଟରେ ଅସଲି ଅଧ୍ୟାପକ ଚାକିରୀ ଅଭିଯୋଗ ପ୍ରତିକ୍ରିଆ ଦେଲେ କଲେଜ ଅଧକ୍ଷା
ପଳାଶୁଣୀ ମହାବିଦ୍ୟାଳୟରେ ଫର୍ଜୀ ଡକ୍ୟୁମେଣ୍ଟରେ ଅସଲି ଅଧ୍ୟାପକ ଚାକିରୀ ଅଭିଯୋଗ ପ୍ରତିକ୍ରିଆ ଦେଲେ କଲେଜ ଅଧକ୍ଷା ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ସ୍ଥିତ ପଳାଶୁଣି ବିଶ ମହିମା ମହାବିଦ୍ୟାଳୟ ବା PBM କଲେଜରୁ ଆସିଛି ସଙ୍ଗୀନ ଅଭିଯୋଗ। ଯାହାକୁ ନେଇ ଶୁକ୍ରବାର ପୂର୍ବାହ୍ନ ୧୧ଟାରେ କଲେଜ୍ ଅଧ୍ୟକ୍ଷା ରଖିଲେ ପ୍ରତିକ୍ରିୟା