ପୁରୀ ମ୍ୟୁନିସିପାଲଟି: ଚକ୍ରତୀର୍ଥ ରୋଡ଼ ସ୍ଥିତ ବେଳାଭୂମିରେ ନାହିଁ ନଥିବା ଅସୁବିଧାରେ ଗାଧୋଉଛନ୍ତି ପର୍ଯ୍ୟଟକ
Puri M, Puri | Jul 31, 2025 ଚକ୍ର ତର୍ଥ ରୋଡ଼ ସ୍ଥିତ ବେଳାଭୂମାରେ ପଯ୍ୟଟକ ନାହିଁ ନଥିବା ଅସୁବିଧା ରେ ଗାଧୋଉ ଛନ୍ତି l ଅସନ୍ତୋଷ ପ୍ରକାଶ କଲେ ପଯ୍ୟଟକ ଏବଂ ସ୍ଥାନୀୟ ଲୋକେ l ସମୁଦ୍ରରେ ସ୍ନାନ କଲେ ଲାଇଫ ଗାର୍ଡ ଙ୍କ ଟ୍ୟୁ ହେଉଛି ସାହା ଭରସା l