ବାଙ୍କୀ: ସ୍ଥାନୀୟ ନାଟେରୀ ମନ୍ଦିର ରୁ ଚୋରି ନେଇ ବୈଦ୍ୟେଶ୍ୱର ଥାନା ପକ୍ଷରୁ ଜଣେ ଗିରଫ
Banki, Cuttack | Apr 3, 2025 ଆଜି ଅପରାହ୍ନ ସାଢ଼େ ପାଞ୍ଚ ଟା ବେଳେ ବୈଦ୍ୟେଶ୍ୱର ଥାନା ପକ୍ଷରୁ ଜଣେ ଗିରଫ। ସ୍ଥାନୀୟ ନାଟେରୀ ଗ୍ରାମର ଆରାଧ୍ୟା ଦେବୀ ମା’ ‘ମଙ୍ଗଳା ମନ୍ଦିରରୁ ଲୁଟ କରି ଯାଉଥିଲା ବେଳେ ଧରାପଡ଼ିଛି ଯୁବକ । ନାଟେରୀ ଗ୍ରାମର ଉକ୍ତ ଯୁବକ ଜଣଙ୍କର ନାମ ବସନ୍ତ ମହାନ୍ତି ବୋଲି ଜଣା ପଡ଼ିଛି।