ବୌଦ୍ଧ ପୋଲିସ ଗଂଜେଇ ମୁକ୍ତଜିଲ୍ଲାପାଇଁ ବିଭିନ୍ନ ଜଙ୍ଗଲ ମାନଙ୍କରେ ଚଢ଼ାଉ କରି ହଜାର ହଜାର ଗଂଜେଇ ଗଛ ନଷ୍ଟ କରୁଛି I ତେବେ ଆଜି ଘଣ୍ଟାପଡା ଥାନା ପକ୍ଷରୁ ନାରାୟଣ ପ୍ରସାଦ ପଂଚାୟତ ଲଣ୍ଡନପଡା ଜଙ୍ଗଲ ରେ ବେଆଇନ ଭାବରେ ଲାଗିଥିବା ଏକର ଏକର ପରିମିତ ଜଙ୍ଗଲ ଜମିରେ ଲାଗିଥିବା ହଜାର ହଜାର ଗଂଜେଇ ଗଛ କାଟି ନିଆଁ ଲଗେଇ ନଷ୍ଟ କରିଛି I ତେବେ ଥାନା ରେ ସନ୍ଦ୍ୟା ସମୟ 173/25ମାମଲା ରୁଜୁ କରି ତଦନ୍ତ କରୁଥିବା ସୂଚନା I ସମସ୍ତେ ପୋଲିସ ଅଧିକାରୀ ସାମିଲ ହୋଈଥିଲେ I