Public App Logo
Jansamasya
News
पुलिस
Maharashtra
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Madhya_pradesh
अनिल
Cm
Pmmodi
Rahulgandhi
यूपी
कानपुर
Pm
Uttarpradesh
Haryana

ଖଲ୍ଲିକୋଟ୍: ସାକରପୋଇ ଗ୍ରାମର ମା' ରାହାଣଦେବୀଙ୍କ ପୀଠରେ ଝାମୁ ଯାତ୍ରା ଅନୁଷ୍ଠିତ, ହଜାର ହଜାର ଭକ୍ତଙ୍କ ସମାଗମ

Khalikote, Ganjam | Jan 14, 2026
ସାକରପୋଇ ଗ୍ରାମର ମା' ରାହାଣଦେବୀଙ୍କ ପୀଠରେ ଆଜି ମକର ସଂକ୍ରାନ୍ତି ଉପଲକ୍ଷେ ଝାମୁ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଗତ ୪ ଦିନ ଧରି ଅର୍ଣ୍ଣଯଜ୍ଞ, ନାମ ଯଜ୍ଞ ଅନୁଷ୍ଠିତ ହୋଇଥିବା ବେଳେ ଏହି ପୀଠରେ ମା' ରାହାଣଦେବୀ, ଦଣ୍ଡକାଳୀ, ମା' ମଙ୍ଗଳା, ସ୍ଵପ୍ନେଶ୍ୱର୍ ମହାଦେବ, ଚଣ୍ଡୀ ଠାକୁରାଣୀ ପୂଜା ପାଉଛନ୍ତି । ତେବେ ଆଜି ମାଆଙ୍କ ଝାମୁ ଯାତ୍ରା ଦେଖିବା ପାଇଁ ଅପରାହ୍ନ ସାଢ଼େ ୩ ଟା ରୁ ସନ୍ଧ୍ୟା ସାଢ଼େ ୬ ଟା ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରୁ ହଜାର ହଜାର ଭକ୍ତ ଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି ।
ଖଲ୍ଲିକୋଟ୍: ସାକରପୋଇ ଗ୍ରାମର ମା' ରାହାଣଦେବୀଙ୍କ ପୀଠରେ ଝାମୁ ଯାତ୍ରା ଅନୁଷ୍ଠିତ, ହଜାର ହଜାର ଭକ୍ତଙ୍କ ସମାଗମ - Khalikote News