ସମ୍ବଲପୁର ଜ଼ିଲ୍ଲା ମେଘପାଲ ଅଞ୍ଚଳର ଜଣେ ଯୁବତୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ l ମିଳିଥିବା ସୂଚନା ଅନୁସାରେ ଆଜି ରାତି ପ୍ରାୟ 7 ଟା ସମୟରେ ଜଣେ ଯୁବତୀ ପାରିବାରିକ କଳହ ରୁ କୀଟନାଶକ ଔଷଧ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ l ପରିବାର ଲୋକେ ଘଟଣା ସମ୍ପର୍କ ରେ ଜାଣିବା ପରେ ତାଙ୍କୁ ତୁରନ୍ତ ମେଡିକାଲ ଆଣି ଚିକିତ୍ସା କରାଇଛନ୍ତି l