Public App Logo
Jansamasya
News
पुलिस
Maharashtra
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Madhya_pradesh
अनिल
Cm
Pmmodi
Rahulgandhi
यूपी
कानपुर
Pm
Uttarpradesh
Haryana

ଭଟଲି: ଉଦେପାଲି ଛକ ରେ ନୂତନ ଧାନ ମଣ୍ଡି ଉଦଘାଟନ

ଉଦେପାଲି ଛକ ରେ ନୂତନ ଧାନ ମଣ୍ଡି ର ହେଲା ଉଦଘାଟନ ଭଟଲି ବ୍ଲକ ହାଲୁପାଲି ଗ୍ରାମ ପଞ୍ଚାୟତର ଉଦେପାଲି ଛକ ରେଆଜି ଦିନ୧୧ ଟାରେ ନୂତନ ଧାନମଣ୍ଡିର ଉଦଘାଟନ ହୋଇଯାଇଛି। ଏହି ଅବସର ରେ ବିଡ଼ିଓ ପ୍ରମୋଦ ଚନ୍ଦ୍ର ମେହେର ମୁଖ୍ୟ ଅତିଥି ଭାବରେ ଯୋଗ ଦାନ କରିଥିବା ବେଳେ ସୌରୀଚରଣ ବାରିକ, ବିଜେପି ମଣ୍ଡଳ ସଭାପତି ଗୋପାଳ ନାୟକ,ଯୋଗାଣ ନିରୀକ୍ଷକ ଶାନ୍ତା କାର ପଧାନ RMC ଅଧିକାରୀ ଶଙ୍କର ପଧାନ, ନିମାଇଁ ଚରଣ ମହାପାତ୍ର, ଚଡେଇଗାଁ ସେବାସମବାୟ ସମିତି ର ସଭାପତି ମୀନକେତନ ଡନସେନା, ସମ୍ପାଦକ ଅଗସ୍ତି ସାହୁ, ବିଜୟ ପଧାନ ଉପସ୍ଥିତ ଥିଲେ। ଅଜାମ୍ବୀଲ ମାଝୀ ସଭା ପରିଚାଳନା କରିଥିଲେ।

MORE NEWS