ଅନୁଗୋଳ: ଜିଲ୍ଲା ରକ୍ତ ଭଣ୍ଡାର ଗୃହରେ ଅନୁଗୋଳ ପୋଲିସ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ
Anugul, Angul | Sep 17, 2025 ଅନୁଗୋଳ ଜିଲ୍ଲା ଅନୁଗୋଳ ଥାନା ଅନ୍ତର୍ଗତ ସହରରେ ଥିବା ଜିଲ୍ଲା ରକ୍ତ ଭଣ୍ଡାର ଗୃହରେ ଜିଲ୍ଲା ପୋଲିସ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଯୋଗ ଦେଇଥିବା ବେଳେ ବହୁ ସଂଗଠନର ଲୋକ ଯୋଗ ଦେଇ ରକ୍ତଦାନ କରିଥିଲେ।