ଭଦ୍ରକ ଗ୍ରାମାଞ୍ଚଳ: ଭଣ୍ଡାରିପୋଖରୀ ଥାନା ପୋଡି ଙ୍କୁ ପୁରିଲା ୮୩ ବର୍ଷ, ଭଣ୍ଡାରିପୋଖରୀ ଥାନା ପରିସର ରେ ସହିଦ ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ
Bhadrak Rural, Bhadrak | Aug 17, 2025
ଆଜି ଭଣ୍ଡାରିପୋଖରୀ ଥାନା ପୋଡ଼ିକୁ ୮୩ ବର୍ଷ ପୂରିଲା, ୧୯୪୨ ମସିହା ଅଗଷ୍ଟ ୮ ରେ ଜାତୀୟ କଂଗେସ ଅଧିବେଶନ ରେ ମହାତ୍ମଗାନ୍ଧୀ ଙ୍କ ଡାକରାରେ...