ଅନୁଗୋଳ: ବଅଁରପାଳରେ ଉପ ନିବନ୍ଧନ କାର୍ଯ୍ୟାଳୟ ଆଭାସୀ ଦ୍ଵାରା ମୁଖ୍ୟମନ୍ତ୍ରୀ କଲେ ଉଦ୍ଘାଟନ; ପ୍ରତିକ୍ରିୟା ରଖିଲେ କିଟୁ ପଣ୍ଡା
Anugul, Angul | Nov 1, 2025 ବଅଁରପାଳ ବ୍ଲକ ପରିସର ଆଜି ଅଭାସି ମାଧ୍ୟମ ରେ ମୁଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଙ୍କ ଦ୍ଵାରା ୪୪ଟି ତହସିଲ ରେ ନୂତନ ଉପ ନିବଦ୍ଧନ କାର୍ଯ୍ୟାଳୟ ଶୁଭ ଉଦଘାଟନ କଲେ।ରାଜ୍ୟ ସରକାର ଜନସାଧାରଣ ଙ୍କୁ ଘର ପାଖରେ ସମସ୍ତ ସେବା ଯୋଗାଇଦେବାକୁ ଲକ୍ଷ୍ୟ ରଖି ପ୍ରତ୍ୟେକ ତହସିଲ କାର୍ଯ୍ୟାଳୟ ନିକଟରେ ଗ୍ରାମୀଣ ନ୍ୟାୟାଳୟ ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ସେବା ଓ ଜମି କିଣା ବିକା ରେଜିଷ୍ଟ୍ରେସନ ଅଫିସ୍ କାର୍ଯ୍ୟାଳୟ ଖୋଲିବା ପାଇଁ ନିଷ୍ପତ୍ତି ନେଇ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ବଅଁରପାଳ ତହସିଲ ପରିସର ରେ ରେଜିଷ୍ଟ୍ରେସନ ଅଫିସ୍ ଖୋଲାଯାଇ ଅଛି ।ଫଳରେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ୪୪