ମୋରଡା ନିର୍ବାଚନ ମଣ୍ଡଳୀ ତଥା ଥାନା ଅଧୀନ ମୋରଡାଥାନା ଅଧୀନ ଜୁଆଳିଭଙ୍ଗା ପଞ୍ଚାୟତ ତଥା ଗ୍ରାମରେ ଜନୈକ ବ୍ୟକ୍ତି ପୋଖରୀକୁ ଶୈଚ ହେବାକୁ ଯାଇ ପାଣିରେ ବୁଡି ମୃତ୍ୟୁବରଣ କରିବା ଘଟଣାରେ ଶୁକ୍ରବାର ମାମଲା ରୁଜକରି. ମୃତଦେହ ଜବତ ପୂର୍ବକ ଶଵ ବ୍ୟବଚ୍ଛେଦ ପରେ ଶୁକ୍ରବାର ଅପରାହ୍ନ ତିନିଟାରେ ମୃତଦେହ ପରିବାବର୍ଗଙ୍କୁ ହସ୍ତାନ୍ତର କଲା ପୁଲିସ l ମୃତକ ଜଣକ ହେଉଛନ୍ତି ଜୁଆଳିଭଙ୍ଗାର ସ୍ବର୍ଗତ ନୁନ୍ଦୁରା ମୁର୍ମୁଙ୍କ ପୁଅ ସନାତନ ମୁର୍ମୁ l