ବଡସାହି: ମୋରଡାବ୍ଲକ ମଙ୍ଗଳ ଅଧିକାରୀ ଇଦରଗ୍ରାମରୁ ନିଖୋଜର ଏକମାସ ୬ଦିନପରେ ଭୁବନେଶ୍ୱରର ହୋଟେଲରୁ ଉଦ୍ଧାରକରି ପରିବାରବର୍ଗଙ୍କୁ ହସ୍ତାନ୍ତରକଲା ପୁଲିସ
Barsahi, Mayurbhanj | Sep 12, 2025
ବେତନଟୀ ଥାନା ବଡଜାମବଣି ଫାଣ୍ଡି ଅଧୀନ ଇଦର ଗ୍ରାମର ଯୁବକ ନୟନ ମୁର୍ମୁଙ୍କ ପୁଅ ହରିରାମ ମୁର୍ମୁ ମୋରଡା ବ୍ଲକରେ ମଙ୍ଗଳ ସାମ୍ପ୍ରସରଣ ଅଧିକାରୀ...